Latest Odisha News
Browsing Tag

Kalama Harris

ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି କମଳା ହାରିସ

ଓ୍ୱାଶିଂଟନ୍: ଆମେରିକା ଉପରାଷ୍ଟ୍ରପତି ଭାବରେ ଶପଥ ନେଇଛନ୍ତି କମଳା ହାରିସ । ସେ ହୋଇଛନ୍ତି ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି । ସଂସଦ ଭବନ କ୍ୟାପିଟଲରେ ଅନୁଷ୍ଠିତ ସମାରୋହରେ ତାଙ୍କୁ ଶପଥ ପାଠ କରାଇଥିଲେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ସୋନିଆ ସୋଟୋମେୟର । ଏହାପରେ କମଳା ହାରିସ…