କାଳି ମନ୍ଦିରରେ କଳା କନା ବୁଲେଇଲେ ଦୁର୍ବୃତ୍ତ
ସୋନପୁର: ସୁବର୍ଣ୍ଣପୁର ସହର ସୁବର୍ଣ୍ଣମେରୁ ମନ୍ଦିର ପରିସରରେ ଥିବା କାଳି ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତ ଦାନ ହୁଣ୍ଡି ଭାଙ୍ଗି ଟଙ୍କା ଲୁଟି ନେବା ସହ ପୂଜା ସାମଗ୍ରୀ ଚୋରି କରିଛନ୍ତି । ଆଜି ସକାଳୁ ମନ୍ଦିର ଖୋଲିବାକୁ ଆସିବା ପରେ ସେବାୟତ ତାଲା ଭଙ୍ଗା ଥିବା ଦେଖିଥିଲେ । ଏନେଇ…