କାଳ ହେଲା କାଳିଜାଇ ଦର୍ଶନ, ମଝି ନଇରେ ଫସିଲା ୪ ଡଙ୍ଗା
ବାଲୁଗାଁ: କାଳିଜାଇଙ୍କ ଦର୍ଶନ ଓ ମକର ମେଳା ଦେଖିବା ପାଇଁ ଯାଉଥିବା ବେଳେ ଅଘଟଣ। କାଳ ସାଜିଲା କାଳିଜାଇ ଦର୍ଶନ । ଆଜି ସକାଳେ ଘନକୁହୁଡ଼ି କାରଣରୁ ମଝି ଚିଲିକାରେ ଯାତ୍ରୀମାଙ୍କୁ ନେଇ ଯାଉଥିବା 4ଟି ଡଙ୍ଗା ଫସିଯାଇଥିଲା।
କୃଷ୍ଣପ୍ରସାଦ ଆଡୁ ଗୋଟିଏ ଡଙ୍ଗା ଯାଇଥିବାବେଳେ ବାଲୁଗାଁ ପଟୁ…