ସ୍ୱାମୀ ସାଜିଲା ସୈତାନ: ସ୍ତ୍ରୀ ଓ ଦୁଇ ଝିଅଙ୍କୁ ଫାର୍ସାରେ ହାଣିଦେଲା
କାମାକ୍ଷାନଗର: ପାରିବାରିକ ଝଗଡ଼ରା କରୁଣ ପରିଣତି । ସ୍ୱାମୀ ସାଜିଲା ସୈତନା । ନିର୍ଦ୍ଦୟ ହୋଇଗଲା ବାପାର ମନ । ଘରୋଇ ଝଗଡ଼ାକୁ କେନ୍ଦ୍ର କରି ସ୍ତ୍ରୀକୁ ଫାର୍ସାରେ ହାଣିଦେଲା ନୃଶଂସ ସ୍ୱାମୀ । ଦୁଇ ଝିଅଙ୍କୁ ବି ହାଣି ଦେଲା । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅନ୍ତର୍ଗତ ଡିମିରିଆ ଗାଁରେ…