ଗୁଟୁଖା ପାଇଁ ସ୍ୱାମୀକୁ ବସଷ୍ଟାଣ୍ଡରେ ଛାଡି ଚମ୍ପଟ୍ ମାରିଲା ସ୍ତ୍ରୀ
ଓଡିଶା ସମ୍ବାଦ ବ୍ୟୁରୋ: ଗୁଟୁଖା ନିଶା ପାଇଁ ସ୍ୱାମୀକୁ ଛାଡି ଚାଲିଗଲା ନବବିବାହିତା ସ୍ତ୍ରୀ । ଏପରିକି ସ୍ତ୍ରୀକୁ ଖୋଜିବାକୁ ଯାଇ ନାକେଦମ ହୋଇଥିଲା ସ୍ୱାମୀ । ଶେଷରେ ପୋଲିସ ସହାୟତାରେ ସ୍ତ୍ରୀକୁ ଠାବ କରିବାରେ ସଫଳ ହୋଇଥିଲା ଅସହାୟ ସ୍ୱାମୀ ।
ମଧ୍ୟପ୍ରଦେଶ ଗ୍ୱାଲିଅରରେ ସାମ୍ନାକୁ…