୧୭୫ ବର୍ଷର ଯାତ୍ରା, ତଥାପି କମିନି ‘ଖାକି’ର ଚମକ
ନୂଆଦିଲ୍ଲୀ: ଖାକି ଶବ୍ଦ ଶୁଣିବା କ୍ଷଣି ଆଖିଆଗରେ ଭାସି ଉଠେ ଭାରତୀୟ ପୋଲିସର ଚେହେରା । କେହି କେହି ତ ପୋଲିସର ନାଁ ନ ଧରି ଖାକି ବୋଲି ଡାକିଥାନ୍ତି । କାହିଁ କେଉଁ ଦିନରୁ ଏଇ ପୋଷାକରେ ଭାରତୀୟ ପୋଲିସ ସେମାନଙ୍କର ସେବା ଯୋଗାଇ ଆସୁଛନ୍ତି ।
୧୭୫ ବର୍ଷରେ ପହଞ୍ଚିଛି ଖାକି । …