ଆଗକୁ ଖାଦ୍ୟ ସଙ୍କଟର ସମ୍ମୁଖୀନ ହୋଇପାରେ ଦେଶ; କିମ୍ଙ୍କ ଚେତାବନୀ
ସିଓଲ: ଉତ୍ତରକୋରିଆରେ ଆଗକୁ ଦେଖାଦେଇପାରେ ଘୋର ଖାଦ୍ୟ ସଙ୍କଟ। ଏ ନେଇ ଉତ୍ତର କୋରିଆର ନେତା କିମ ଜୋଙ୍ଗ ଉନ ଚେତାବନୀ ଦେଇଛନ୍ତି। ଭୁଶୁଡି ଯାଇଥିବା ଅର୍ଥନୀତିକୁ ଉଦ୍ଧାର କରିବା ପାଇଁ ସେ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି।
ସୂଚନା ଅନୁଯାୟୀ କିମ୍ ବର୍ତ୍ତମାନର 'ଅନ୍ତର୍ଜାତୀୟ…