ବ୍ରିଟେନର ରାଜା ରାଣୀଙ୍କୁ ଅଣ୍ଡା ଫୋପାଡ଼ିଲେ ଦୁର୍ବୃତ୍ତ
ଲଣ୍ଡନ : ଇଂଲଣ୍ଡର ଏକ ସାଧାରଣ ସଭାରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ବ୍ରିଟେନର ତୃତୀୟ ରାଜା ଓ ରାଣୀଙ୍କ ଉପରେ ଅଣ୍ଡା ମାଡ଼ । ତେବେ ବ୍ରିଟେନର ରାଜା ଓ ରାଣୀଙ୍କ ଉପରକୁ ଜଣେ ଦୁର୍ବୃତ୍ତ ଅଣ୍ଡା ଫୋପାଡିଛନ୍ତି । କିଙ୍ଗସ ଚାର୍ଲସଙ୍କ ଉପରକୁ ମୋଟ ୩ଟି ଅଣ୍ଡା ଫୋପାଡିଥିଲେ ଯୁବକ ଜଣକ ।…