Latest Odisha News
Browsing Tag

Kumbha Mela

ମହାକୁମ୍ଭ ମେଳା ୨୦୨୫: ଜାଣନ୍ତୁ କେବେ ଆରମ୍ଭ ଓ ମହାସ୍ନାନର ଯୋଗ କେବେ ରହିଛି

ନୂଆଦିଲ୍ଲୀ: ୨୦୨୫ ମସିହାରେ ମହାକୁମ୍ଭ ମେଳା ଆୟୋଜିତ ହେବ । ଯାହା ବହୁତ ଭବ୍ୟ ହେବାକୁ ଯାଉଛି | ଆସନ୍ତୁ ଜାଣିବା ମହାକୁମ୍ଭ ୨୦୨୫ ସହିତ ଜଡିତ ଗୁରୁତ୍ଵପୂର୍ଣ୍ଣ ଜିନିଷ ସମ୍ବନ୍ଧରେ.. ମହାକୁମ୍ଭ ମେଳା ପ୍ରତି ୧୨ବର୍ଷରେ ଆୟୋଜିତ ହୁଏ ଯେତେବେଳେ ସୂର୍ଯ୍ୟ ମେଷ ରାଶିରେ ଓ ବୃହସ୍ପତି ଗ୍ରହ…

କଟକ: ଆଉ ଜଣେ କୁମ୍ଭମେଳା ଫେରନ୍ତା କରୋନା ପଜିଟିଭ

କଟକ: ହରିଦ୍ୱାରରୁ କଟକ ସହରରେ ପହଞ୍ଚିଥିବା ଜଣେ ସାଧୁ କୋଭିଡ୍‌ ପଜିଟିଭ୍ ଚିହ୍ନଟ ହେବା ପରେ ବୁଧବାର ସଂକ୍ରମିତ କୁମ୍ଭ ମେଳା ଫେରନ୍ତାଙ୍କ ସଂଖ୍ୟା ୧୪ କୁ ବୃଦ୍ଧି ପାଇଛି। ଏ ନେଇ କଟକ ମ୍ୟୁନିସିପାଲ କର୍ପୋରେସନ (ସିଏମସି) ଦ୍ୱାରା ସୂଚନା ଦିଆଯାଇଛି। ମଙ୍ଗଳବାର ଦିନ ହରିଦ୍ୱାରର ୧୩…

କୁମ୍ଭମେଳା ଫେରନ୍ତା ୧୩ କରୋନା ପଜିଟିଭ; କଟକ

କଟକ: ଓଡ଼ିଶାକୁ ଏପର୍ଯ୍ୟନ୍ତ ୨୩ ଜଣ କୁମ୍ଭ ମେଳା ଫେରିଥିବା ବ୍ୟକ୍ତି କରୋନା ପଜିଟିଭ ହୋଇଥିବା ସୂଚନା ମିଳିଛି। ସେଥିମଧ୍ୟରୁ ୧୩ ଜଣ କଟକ ସହର ଏବଂ ୧୦ ଜଣ ରାୟଗଡା ସହରର ବୋଲି ଜଣାପଡ଼ିଛି। ସିଏମସି ରିପୋର୍ଟ ଅନୁଯାୟୀ ସୋମବାର ଦିନ ହରିଦ୍ୱାରରୁ ୩୦ ଜଣ ଲୋକ ସହରକୁ ଫେରିଥିଲେ ଏବଂ…

ସନ୍ଥଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ, କରୋନା ସଂକ୍ରମଣ ଲାଗି ପ୍ରତୀକାତ୍ମକ ହେଉ କୁମ୍ଭମେଳା

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ହରିଦ୍ୱାରରେ ଚାଲିଥିବା କୁମ୍ଭମେଳାରେ ଶତାଧିକ ସାଧୁସନ୍ଥ ଓ ଶ୍ରଦ୍ଧାଳୁ କରୋନା ସଂକ୍ରମିତ ହୋଇଥିବା ଖବର ପରେ ପ୍ରଶାସନ ଚିନ୍ତାରେ ପଡ଼ିଛି । କେତେକ ଆଖଡ଼ା କୁମ୍ଭରୁ ଫେରି ଯାଇଛନ୍ତି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ଚିନ୍ତାବ୍ୟକ୍ତ କରିବା ସହ ଆଚାର୍ଯ୍ୟ…