Latest Odisha News

BREAKING NEWS

Browsing Tag

laal singh chaddha

[ଦେଖନ୍ତୁ ଭିଡିଓ] ୧୦୦ କୋଟି ହରାଇଲେ ଆମୀର୍ ଖାନ

ମୁମ୍ବାଇ: ବକ୍ସ ଅଫିସରେ ସଂଘର୍ଷ କରୁଛି ଆମୀର ଖାନଙ୍କ ଡ୍ରିମ୍ ପ୍ରୋଜେକ୍ଟ ‘ଲାଲ୍ ସିଂହ ଚଡ୍ଡା’ । ଦୀର୍ଘ ୪ ବର୍ଷ ପରେ ଆମୀର ବଡ଼ ପରଦାକୁ ଫେରିଥିବା ବେଳେ ବଡ଼ ଧକ୍କା ଲାଗିଛି । ‘ଲାଲ୍ ସିଂହ ଚଡ୍ଡା’ ରିଲିଜ୍ ପୂର୍ବରୁ ଆରମ୍ଭ ହୋଇଥିବା ବୟକଟ୍ ଟ୍ରେଣ୍ଡ ବକ୍ସ ଅଫିସରେ ପ୍ରଭାବ ପକାଇଛି ।…

ପୁଣି ଘୁଞ୍ଚିବ ‘ଲାଲ୍‌ ସିଂ ଚଡ୍ଡା’ର ରିଲିଜ ଡେଟ୍‌!

ନୂଆଦିଲ୍ଲୀ: ବଲିଉଡର ମିଷ୍ଟର ପରଫେକସନ୍‌ନିଷ୍ଟ ଅମିର ଖାନ ଏବଂ କରୀନା କପୁର ଖାନଙ୍କ ଅଭିନୀତ 'ଲାଲ ସିଂ ଚଡ୍ଡା' ଏପ୍ରିଲ ୧୪ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର ଥିଲା। ତେବେ, ରିପୋର୍ଟ ଅନୁଯାୟୀ ନିର୍ମାତାମାନେ ପୁନର୍ବାର ରିଲିଜ୍ ତାରିଖ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି…

ଆମିର ଖାନଙ୍କ ନିର୍ଦ୍ଦେଶନାରେ ଅଭିନୟ କରିବେ ଶାହରୁଖ !

ମୁମ୍ବାଇ: ବଲିଉଡର ମିଷ୍ଟର୍ ପରଫେକ୍ସନିଷ୍ଟ ଆମିର ଖାନ । ଶେଷଥର ପାଇଁ ଫିଲ୍ମ ଠଗ୍‌ସ୍ ଅଫ୍ ହିନ୍ଦୁସ୍ତାନରେ ନଜର ଆସିଥିଲେ । ଚଳିତବର୍ଷ ବି ଏହି ଅଭିନେତାଙ୍କ ଫିଲ୍ମ ଲାଲ୍ ସିଂ ଚଢା ଡିସେମ୍ବର ମାସରେ ରିଲିଜ୍ ହୋଇଥାନ୍ତା । ହେଲେ କରୋନା ମହାମାରୀ ପାଇଁ ଏହି ଫିଲ୍ମର ରିଲିଜ୍ ଡେଟ୍ ଆସନ୍ତା…