ଲାଲୁଙ୍କୁ ମିଳିଲାନି ଜାମିନ
ରାଞ୍ଚି : ପୁଣି ନିରାଶ ହେଲେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବ । କାରଣ ଲାଲୁଙ୍କୁ ଏଥର ବି ମିଳିଲାନି ଜାମିନ । ଦୁମକା କୋଷାଗାର ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡ ହାଇକୋର୍ଟ ତାଙ୍କର ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ।
ଗୋଖାଦ୍ୟ ଦୁର୍ନୀତି…