Latest Odisha News
Browsing Tag

Learning Licence

ଓଡ଼ିଶାରେ ଲର୍ଣ୍ଣର ଲାଇସେନ୍ସ ଟେଷ୍ଟ ଲାଗି ସ୍ଲଟ୍ ବୁକିଂ ଆରମ୍ଭ

ଭୁବନେଶ୍ୱର: ଓଡ଼ିଶାରେ ଲର୍ଣ୍ଣର ଲାଇସେନ୍ସ (ଏଲଏଲ) ପରୀକ୍ଷା ପାଇଁ ସ୍ଲଟ୍ ବୁକିଂ ଗୁରୁବାର ସକାଳ ୧୧ଟାରୁ ଆରମ୍ଭ ହୋଇଛି। ଯାହା କୋଭିଡ-୧୯ ମହାମାରୀ କାରଣରୁ ବନ୍ଦ ରହିଥିଲା। ଏନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଟ୍ବିଟ୍ କରାଯାଇଛି।…

୮ ମାସ ପରେ ପୁଣି ଆରମ୍ଭ ହେଉଛି ‘ଏଲ୍‌ଏଲ୍’ ପାଇଁ ସ୍ଲଟ୍‌ ବୁକିଂ, ଜାଣନ୍ତୁ କେବେଠୁ

ଭୁବନେଶ୍ୱର: ଦୀର୍ଘଦିନର ବ୍ୟବଧାନ ପରେ ପୁଣି ଥରେ ଡ୍ରାଇଭିଂ ଲର୍ଣ୍ଣର ଲାଇସେନ୍ସ (ଏଲ୍‌ଏଲ୍‌) ପାଇଁ ସ୍ଲଟ୍‌ ବୁକିଂ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ସୂଚନାନୁସାରେ, ନଭେମ୍ବର ୧୨ ତାରିଖରୁ ଲର୍ଣ୍ଣର ଲାଇସେନ୍ସ ପାଇଁ ସ୍ଲଟ୍‌ ବୁକିଂ କରିହେବ ବୋଲି ରାଜ୍ୟ ପରିବହନ କମିସନରଙ୍କ…

ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଆଜିଠୁ ଭୁବନେଶ୍ୱରରେ ଖୋଲିବ ୩ କ୍ୟାମ୍ପ

ଭୁବନେଶ୍ୱର: ଜନସାଧାରଣଙ୍କୁ ଲର୍ଣ୍ଣିଂ ଲାଇସେନ୍ସ ପ୍ରଦାନ କରିବା ଲାଗି ଭୁବନେଶ୍ୱରରେ ୩ଟି କ୍ୟାମ୍ପ ଅଫିସ୍ ଖୋଲିବ ପରିବହନ ବିଭାଗ । କଳ୍ପନା ଛକସ୍ଥିତ ବିଏମସି ଅଫିସ, ସହିଦ ନଗରସ୍ଥିତ ବିଏମସି ୱାର୍ଡ ଏବଂ ନାଲକୋ ଛକସ୍ଥିତ ବିଏମସି ଜୋନାଲ ଅଫିସରେ ଏହି ସବୁ କ୍ୟାମ୍ପ ଅଫିସ୍ ଖୋଲାଯାଇଛି ।…