Latest Odisha News

BREAKING NEWS

Browsing Tag

Leopad Attack

ଆକ୍ରମଣ କଲା କଲରା ପତରିଆ ବାଘ, ପାଞ୍ଚ ଜଣ ଆହତ

ସୁନ୍ଦରଗଡ଼: କଲରା ପତରିଆ ବାଘ ଆତଙ୍କ । ସୁନ୍ଦରଗଡ଼ ଜିଲ୍ଲା ହେମଗିରି ପରେଷ୍ଟ ରେଞ୍ଜରେ ପାଞ୍ଚ ଜଣଙ୍କୁ ଆକ୍ରମଣ କରିଛି । ସେମାନଙ୍କ ଭିତରେ ଅଛନ୍ତି ଦୁଇ ଜଣ ମହିଳା । ଆହତମାନଙ୍କୁ ହେମଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବାଘ ଆକ୍ରମଣ ନେଇ ସ୍ପଷ୍ଟ କରିଛନ୍ତି ସୁନ୍ଦରଗଡ ଡିଏଫଓ ।…

ଘରେ ପଶିଲା ଚିତା ବାଘ, କୁକୁରକୁ ମାରି ସାଙ୍ଗରେ ନେଇଗଲା

ଉତ୍ତରାଖଣ୍ଡ: ଜନବସତି ମୁହାଁ ହେଲେଣି ବନ୍ୟଜନ୍ତୁ । କେତେବେଳେ ହାତୀଙ୍କ ଉତ୍ପାତ ତ କେବେ ଘରେ ପଶିଲାଣି ବାଘ । ଏମିତି ଏକ ଘଟଣା ଏବେ ସାମନାକୁ ଆସିଛି ଉତ୍ତରାଖଣ୍ଡରୁ । ଘରେ ପଶିଲା ଚିତା ବାଘ । କୁକୁରକୁ ଆକ୍ରମଣ କଲା । ମାରି ସାଙ୍ଗରେ ନେଇଗଲା । ଘରେ ଲାଗିଥିବା ସିସିଟିଭରେ କଏଦ ହୋଇଛି…