ଓଠ ଫାଟୁଥିଲେ ଲଗାନ୍ତୁ ହଳଦୀ ଲିପ୍ ବାମ୍….ପ୍ରସ୍ତୁତ କେମିତି କରିବେ ଜାଣନ୍ତୁ…
ଓଠ ମୁହଁର ସୌନ୍ଦର୍ଯ୍ୟତା ବଢ଼ାଇଥାଏ । ସୁନ୍ଦର ଓଠ ସମସ୍ତଙ୍କୁ ଦରକାର । ତେଣୁ ଓଠର ସୌନ୍ଦର୍ଯ୍ୟତା ବୃଦ୍ଧି ପାଇଁ ଆମେ ବିଭିନ୍ନ ଉପାୟ ଆପଣେଇ ଥାଉ । କିପରି ଆମ ଓଠ ସୁନ୍ଦର ଦେଖାଯିବ । ସେଥିପାଇଁ ଆମେ ବହୁତ କିଛି କସ୍ମେଟିକ ଜିନିଷ ବଜାରରୁ ଆଣି ବ୍ୟବହାର କରିଥାଉ। କେତେ କ’ଣ ଲଗାଇଥାଉ।…