ଥାନାରେ ହଙ୍ଗାମା: ଲୋକଙ୍କୁ ବନ୍ଧୁକ ଦେଖାଇଲା ପୋଲିସ
ବାଲେଶ୍ୱର: ଖାକି ବର୍ଦ୍ଦିର ଧାକ୍ । ଲୋକଙ୍କୁ ଥାନା ସମ୍ମୁଖରେ ବନ୍ଧୁକ ଦେଖାଇଲା ପୋଲିସ । ବାଲେଶ୍ୱର ଜିଲ୍ଲା ଖନ୍ତପଡ଼ା ଥାନାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ସୂଚନା ଅନୁସାରେ, ଖନ୍ତପଡା ଥାନାକୁ ହରିଆଣା ପୋଲିସ କୌଣସି ଏକ…