Latest Odisha News
Browsing Tag

LockDown 4.0

‘ସାଇକେଲ ଗାର୍ଲ’ ଜ୍ୟୋତି କୁମାରୀଙ୍କୁ ମାଗଣା ଶିକ୍ଷାଦାନ କରିବେ ‘ସୁପର ୩୦’ ପ୍ରତିଷ୍ଠାତା…

ଭୁବନେଶ୍ୱର: ସୁପର ୩୦ ପ୍ରତିଷ୍ଠାତା ଆନନ୍ଦ କୁମାର ସାଇକେଲ ଗାର୍ଲ ଜ୍ୟୋତି କୁମାରୀ ଙ୍କୁ ମାଗଣା ଶିକ୍ଷାଦାନ ର ପ୍ରସ୍ତାବ ଦେଇଥିବା ସୂଚନା ମିଳିଛି। କୋରନା ଲକ୍‌ଡ଼ାଉନ ସତ୍ତ୍ୱେ ସୁଦୂର ଗୁରୁ୍‌ଗ୍ରାମ ଠାରୁ ବିହାର ର ଦରଭଙ୍ଗା ପର୍ଯ୍ୟନ୍ତ ପ୍ରାୟ ୧୨୦୦ କିଲୋମିଟର ନିଜ ଅସୁସ୍ଥ ପିତା ଙ୍କୁ…

ତାମିଲନାଡୁରୁ ନିଜ ଗାଁ’ରେ ପହଞ୍ଚିଲା ପ୍ରବାସୀ ଓଡ଼ିଆ ଶ୍ରମିକ ତ୍ରିନାଥଙ୍କ ମରଶରୀର

ବୁଗୁଡା: ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଖୋଳଖାଳି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବେଠିଆ ବୋରଦା ଗ୍ରାମର ତ୍ରିନାଥ ମହାରଣା (୭୬)ଙ୍କ ମରଶରୀର ତାମିଲନାଡୁରୁ ନିଜ ଗ୍ରାମ ବେଠିଆ ବରଦାରେ ୨୫ ତାରିଖ ସକାଳେ ପହଞ୍ଚିଥିବା ଜଣାପଡିଛି। ଘଟଣା କ୍ରମରେ ସ୍ବର୍ଗତ ତ୍ରିନାଥ ମହାରଣାଙ୍କ ସମେତ ୧୬ ଜଣ ଓଡ଼ିଆ…

ଲକ୍ ଡାଉନ୍ ବିପତ୍ତିର ବିକଳ୍ପ: ଆଦିବାସୀ ସମାଜ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… କରୋନା ଭୂତାଣୁ ଯୋଗୁ ଦୀର୍ଘ ଦୁଇ ମାସ ଧରି ଜାରି ରହିଥିବା ଲକ୍ ଡାଉନ୍‌ରେ ସାରା ଦେଶ ସନ୍ତୁଳି ହୋଇଗଲାଣି । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକମାନେ । ଦୋକାନ ବଜାର ବନ୍ଦ । ଛୋଟ ବେପାରୀ, ଉଠା ଦୋକାନୀ, ଗାଡ଼ି ଚାଳକ,…

ଶ୍ରୀମନ୍ଦିର ‘ଗରାବଡୁ’ ସେବକଙ୍କ ଲାଗି କରୋନା ସଚେତନତା ଶିବିର ଅନୁଷ୍ଠିତ

ପୁରୀ:  ପୁରୀ ନୀଳାଦ୍ରୀ ଭକ୍ତ ନିବାସ ସମ୍ମିଳନୀ କକ୍ଷରେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୁରୀ ସ୍ୱାସ୍ଥ୍ୟ ବିଭାଗଙ୍କ ସହଯୋଗରେ କରୋନା ଭୂତାଣୁ ସମ୍ପର୍କରେ ‘ଗରାବଡୁ’ ସେବକମାନଙ୍କ ନିମନ୍ତେ ସଚେତନତା ଶିବିର ଶ୍ରୀମନ୍ଦିର ପ୍ରଶାସକ, ଉନ୍ନୟନ ଅଜୟ କୁମାର ଜେନାଙ୍କ…

କରୋନାକୁ ସାଙ୍ଗରେ ନେଇ ଚାଲିବାକୁ ପଡିବ : ମୋଦି

ନୂଆଦିଲ୍ଲୀ : ଦେଶବାସୀଙ୍କୁ ସମ୍ବୋଧନ କରିବା ଅବସରରେ କରୋନା ସଂକ୍ରମଣର ଭୟାବହତା ଏବଂ ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଶେଷଜ୍ଞ ଓ ବୈଜ୍ଞାନିକମାନେ ଏହି ମାରାତ୍ମକ କରୋନା ଭୂତାଣୁ ଦୀର୍ଘ ସମୟ ପାଇଁ ଆମ ସାଙ୍ଗରେ ରହିବ…

ଲକ୍‌ଡାଉନ -୪ ନେଇ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ଚତୁର୍ଥ ପର୍ଯ୍ୟାୟ ଲକ୍ ଡାଉନ ନୂଆ ରୂପରେ ଏବଂ ନୂଆ ଧାରାରେ ଆସିବ ବୋଲି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରି ଏହି ସମ୍ପର୍କରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଲକ୍‌ଡାଉନ -୪ ସମ୍ପର୍କରେ ସବିଶେଷ ତଥ୍ୟ ଓ…