Latest Odisha News
Browsing Tag

Lokayukta

ଓଡ଼ିଶା ଲୋକାୟୁକ୍ତ ଦେଇପାରିବେ ଅଦାଲତ ଅବମାନନା ନୋଟିସ୍

ଭୁବନେଶ୍ୱର: ରାଜ୍ୟ ଲୋକାୟୁକ୍ତଙ୍କ କ୍ଷମତା ବଢ଼ିଲା । ଏଣିକି ଲୋକାୟୁକ୍ତ ଅଦାଲତ ଅବମାନନା ନୋଟିସ୍ ଦେଇପାରିବେ । ୧୯୭୧ ମସିହା ଅଦାଲତ ଅବମାନନା ଆକ୍ଟ ଅନୁସାରେ ଓଡ଼ିଶା ଲୋକାୟୁକ୍ତ ଅଦାଲତ ଅବମାନନା ମାମଲା ପରିଚାଳନା ସହ ନୋଟିସ୍ ଦେଇପାରିବେ । ଏନେଇ ସୋମବାର ରାଜ୍ୟ ବିଧାନସଭାରେ ଏକ…

ପିପିଇ କିଟ୍ ଦୁର୍ନୀତି ମାମଲା, ଲୋକାୟୁକ୍ତଙ୍କୁ ରିପୋର୍ଟ ଦେଲା ଭିଜିଲାନ୍ସ

ଭୁବନେଶ୍ୱର: ମାସ୍କ ଓ ପିପିଇ କିଟ୍ କିଣାରେ ଦୁର୍ନୀତି ନେଇ ହୋଇଥିବା ଅଭିଯୋଗର ତଦନ୍ତ କରୁଥିବା ଭିଜିଲାନ୍ସ ମଙ୍ଗଳବାର ପ୍ରାଥମିକ ରିପୋର୍ଟ ଦେଇଛି । ଓଡ଼ିଶା ଲୋକାୟୁକ୍ତଙ୍କୁ ଅଭିଯୋଗର ପ୍ରାଥମିକ ରିପୋର୍ଟ ଦେଇଛି ଭିଜିଲାନ୍ସ । ଗତବର୍ଷ ମହାମାରୀ କୋଭିଡ୍ ପାଇଁ କିଣା ଯାଇଥିବା ମାସ୍କ ଓ…

ପ୍ରଦୀପଙ୍କ ବିରୋଧରେ ଥିବା ଦୁର୍ନୀତି ମାମଲାର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଲେ ଲୋକାୟୁକ୍ତ

ଭୁବନେଶ୍ୱର : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଦୁର୍ନୀତି ମାମଲାର ତଦନ୍ତ ଭିଜିଲାନ୍ସ କରିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଲୋକାୟୁକ୍ତ । ଆସନ୍ତା ୨୦୨୧ ମସିହା ଫେବ୍ରୁଆରୀ ୧୨ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ରହିଛି । ମୁଖ୍ୟମନ୍ତ୍ରୀ ନବୀନ…

ଭିଜିଲାନ୍ସ ବିଭାଗ ଆମକୁ ଦିଅ: ଲୋକାୟୁକ୍ତ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ଭିଜିଲାନ୍ସ ବିଭାଗ ମାଗିଲା ଲୋକାୟୁକ୍ତି । ବଡ଼ ବଡ଼ ଦୁର୍ନୀତି ଅଭିଯୋଗର ତଦନ୍ତ କରୁଥିବା ଓଡ଼ିଶା ଲୋକାୟୁକ୍ତ, ନିଜ ଅଧିନରେ ଏକ ତଦନ୍ତକାରୀ ସଂସ୍ଥା ରଖିବାକୁ ନିଜ ବାର୍ଷିକ ରିପୋର୍ଟରେ ଉଲ୍ଲେଖ କରିଛନ୍ତି । ଆଉ ଏହିକ୍ରମରେ ଭିଜିଲାନ୍ସ ବିଭାଗକୁ ସିଧାସଳଖ ନିଜ…