ମେଡିସିନ୍ ଦୋକାନ ସର୍ଟର ତାଡି ଚୋରି ଅଭିଯୋଗ
ବାଲିପାଟଣା: ମେଡିସିନ ଦୋକାନରୁ ଲୁଟ୍ ଅଭିଯୋଗ । ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅନ୍ତର୍ଗତ ନରଦା ବଜାରରେ ଥିବା ସାଇଶ୍ରୀ ମେଡିସିନ୍ ଦୋକାନ ସର୍ଟର ତାଡି ଦୁର୍ବୃତ୍ତ ଲୁଟ୍ କରିଥିବା ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଏହି ଲୁଟପାଟ କରିଛନ୍ତି ।
ଲୁଟେରା…