୪ ଜଣଙ୍କୁ ଜାଳିଦେବା ପରେ ଆତ୍ମହତ୍ୟା କଲା ପ୍ରେମିକ
ଉତ୍ତରପ୍ରଦେଶ : ପ୍ରେମ ଯୋଗୁ ନାରକୀୟ କାଣ୍ଡ ଘଟାଇଛି ଯୁବକ । ଯାହା ଦେଖିଲେ ଆଉ ଶୁଣିଲେ ଲୋମ ଟାଙ୍କୁରି ଉଠିବ । ଏକତରଫା ପ୍ରେମ କରି ଯୁବକ ଜଣକ ଘଟାଇଛନ୍ତି ଜଘନ୍ୟ କାଣ୍ଡ । ୪ ଜଣଙ୍କୁ ଜାଳିଦେବା ପରେ ଆତ୍ମହତ୍ୟା କଲା ପ୍ରେମିକ ।
ଏକତରଫା ପ୍ରେମର ପରିଣତି କେତେ ଭୟଙ୍କର ହୋଇପାରେ ତା’ର…