ଦରମା ସଞ୍ଚୟ ଫର୍ମୁଲା : ବେତନର ୨୦% କରନ୍ତୁ ନିବେଶ
ନୂଆଦିଲ୍ଲୀ: ଲୋକମାନେ ଅଧିକରୁ ଅଧିକ ଟଙ୍କା ପାଇବାକୁ ଚାହାଁନ୍ତି ଯାହା ଦ୍ବାରା ସେମାନେ ଭଲ ଜୀବନଯାପନ କରିପାରିବେ। ଏଥିଲାଗି ଲୋକମାନେ ଦିନରାତି ପରିଶ୍ରମ କରନ୍ତି | ତଥାପି, ଅଧିକାଂଶ ଲୋକ ଏଥିରେ ସଫଳ ହେବାକୁ ସକ୍ଷମ ନୁହଁନ୍ତି, ଯାହାର କାରଣ ହେଉଛି ସେମାନଙ୍କର କମ୍ ଦରମା |
ଯେଉଁମାନଙ୍କର…