Latest Odisha News

BREAKING NEWS

Browsing Tag

LPG gas

ପୁଣି ମହଙ୍ଗା ମାଡ଼, ନୂଆ ଗ୍ୟାସ୍ ସଂଯୋଗ ପାଇଁ ଦେବାକୁ ପଡ଼ିବ ଅଧିକ ଟଙ୍କା

ନୂଆଦିଲ୍ଲୀ: ଦିନକୁ ଦିନ ବିଭିନ୍ନ ସାମଗ୍ରୀର ଦର ବଢ଼ି ଚାଲିଛି । ଗତ କିଛିମାସ ମଧ୍ୟରେ ରୋଷେଇ ଘରେ ବ୍ୟବହୃତ ବିଭିନ୍ନ ଜିନିଷର ଦର ବଢ଼ିଥିବା ବେଳେ ଏବେ ନୂଆ ଘରୋଇ ଗ୍ୟାସ୍ ସଂଯୋଗ ନେବା ମଧ୍ୟ ମହଙ୍ଗା ହୋଇଛି । ଆସନ୍ତାକାଲି ଜୁନ୍ ୧୬ ତାରିଖରୁ ତୈଳ କମ୍ପାନୀ ଗ୍ୟାସ୍ ସଂଯୋଗ କ୍ଷେତ୍ରରେ…

ଏଣିକି ପେଟିଏମ୍‌ରୁ ଏଲ୍‌ପିଜି ସିଲିଣ୍ଡର୍‌ ବୁକ୍‌ କଲେ ପାଇପାରିବେ ୫୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସ୍‌ବ୍ୟାକ୍‌

ନୂଆଦିଲ୍ଲୀ: ବର୍ତ୍ତମାନ ଆପଣ ପେଟିଏମ୍ ରୁ ଆପଣଙ୍କର ଏଲ୍‌ପିଜି ସିଲିଣ୍ଡର ବୁକ୍ କରି ୫୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ପାଇପାରିବେ। ପେଟିଏମ୍ ଗ୍ରାହକଙ୍କୁ ଏହାର ଆପରୁ ଏଲପିଜି ସିଲିଣ୍ଡର ବୁକିଂ ଉପରେ ୫୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ପ୍ରଦାନ କରୁଛି। ପାଞ୍ଚଶହ ଟଙ୍କା ପର୍ଯ୍ୟନ୍ତ…

ବିନା ଓଟିପିରେ ମିଳିବନି ଏଲପିଜି ଗ୍ୟାସ, ଜାଣନ୍ତୁ କେବେଠୁ ?

ନୂଆଦିଲ୍ଲୀ: ଏଣିକି କେବଳ ଅନଲାଇନ୍ କିମ୍ବା ଫୋନରେ ବୁକିଂ କଲେ ମିଳିବନି ଏଲପିଜି ଗ୍ୟାସ । ବଦଳିବ ଗ୍ୟାସ ହୋମ୍ ଡେଲିଭରି ସିଷ୍ଟମ୍ । ଆଗାମୀ ଦିନରେ ଖୁବଶୀଘ୍ର ଓଟିପି ଦେଲେ ହିଁ ଘରେ ପହଂଚିବ ଗ୍ୟାସ । ଏଥିପାଇଁ ଏବେଠୁ ନିଜ ଫୋନ୍ ନମ୍ବର ଅପଡେଟ୍ କରାଇନିଅନ୍ତୁ । ରିପୋର୍ଟ ଅନୁୂଯାୟୀ…