Latest Odisha News
Browsing Tag

Lufthansa

ଶୁକ୍ରବାର ଲୁଫ୍ଥାନ୍ସା ଏୟାରଲାଇନ୍ସର ୮୦୦ ବିମାନ ବାତିଲ

ଭୁବନେଶ୍ୱର: ଜର୍ମାନୀ ଏୟାରଲାଇନ୍ସ ଲୁଫ୍ଥାନ୍ସା ଶୁକ୍ରବାର ୮୦୦ ଟି ବିମାନ ବାତିଲ କରିଛି । ଲୁଫ୍ଥାନ୍ସାର ସମସ୍ତ ପାଇଲଟ ୟୁନିଅନ ଧର୍ମଘଟ କରିବାରୁ ଶୁକ୍ରବାର କମ୍ପାନୀ ତାର ପ୍ରାୟତଃ ସମସ୍ତ ବିମାନ ବାତିଲ କରିବାକୁ ବାଧ୍ୟ ହୋଇଛି । ଏହା ଦ୍ୱାରା ୧ ଲକ୍ଷ ୩୦ ହଜାର ଯାତ୍ରୀ ପ୍ରଭାବିତ ହେବେ…