Latest Odisha News
Browsing Tag

Maa Biraja Temple

ମା ବିରଜାଙ୍କ ପୀଠରେ ମହାଷ୍ଟମୀ ପୂଜା

ଧରାପୃଷ୍ଠକୁ ଅବତରଣ କରିଛନ୍ତି ମା । ସବୁଠି ଚାଲିଛି ମା ଙ୍କ ଆବାହନି। ମୃଣ୍ମୟୀ ଦେବୀ ମଣ୍ଡପ ରେ ଆଜି ମହାସପ୍ତମୀ ପୂଜା ଅନୁଷ୍ଠିତ ହେଉଥିବା ବେଳେ ମା ବିରଜା ଙ୍କ ପୀଠରେ ମହାଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି। ଏଥିପାଇଁ ଆଜି ବଢି ଭୋରରୁ ଶ୍ରଦ୍ଧାଳୁ ମାଙ୍କ ପାଦ ସ୍ପର୍ଶ ଓ ମୁଖ ଦର୍ଶନ କରିବା…

ନବରାତ୍ର ପୂଜା ପାଇଁ ମା’ ବିରଜାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଯାଜପୁର: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ନବରାତ୍ର ପୂଜା । ଚାଲିଛି ଜଗତଜନନୀ ମା’ଙ୍କ ଆରାଧନା ।  ମା ଦୂର୍ଗା ରୁପରେ ପୂଜା ପାଉଛନ୍ତି ମା’ ବିରଜା । ଏଥିପାଇଁ ପ୍ରାତଃ କାଳରୁ ମା’ ଙ୍କ ପାଦ ସ୍ପର୍ଶ ସହିତ ମୁଖ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ…

ମା’ ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା

ଯାଜପୁର: ଧରାପୃଷ୍ଠକୁ ଅବତରଣ କରିବେ ମା’ । ଏଥିପାଇଁ ଶକ୍ତିପୀଠ ଚଳଚଞ୍ଚଳ ହେଲାଣି । ମା’ଙ୍କ ଆଗମନ ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା । ଏହି ପୂଜା ଆଗାମୀ ୧୬ ଦିନ ଧରି ହେବାର ପରମ୍ପରା ରହିଥିବା ବେଳେ…