ମଧ୍ୟପ୍ରଦେଶ ଖାଦ୍ୟ ଯୋଗାଣ ବିଭାଗ ପ୍ରତିନିଧି ଦଳଙ୍କ ଓଡିଶା ଗସ୍ତ, ସ୍ୱୟଂଚାଳିତ ପି-ପାସ୍ ବ୍ୟବସ୍ଥାକୁ ପ୍ରଶଂସା
ଭୁବନେଶ୍ୱର: ମଧ୍ୟପ୍ରଦେଶ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସୁରକ୍ଷା ବିଭାଗର ଏକ ପ୍ରତିନିଧି ଦଳ ଓଡ଼ିଶା ଗସ୍ତରେ ଅଛନ୍ତି। ମଞ୍ଚେଶ୍ୱରସ୍ଥିତ ଚାଉଳ ସଂଗ୍ରହ କେନ୍ଦ୍ର ତଥା ବିଭାଗୀୟ ସଂରକ୍ଷଣ କେନ୍ଦ୍ର ବୁଲି ଦେଖିଥିଲେ। ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଏଚ୍. ଏସ୍. ପରମାରଙ୍କ ନେତୃତ୍ୱରେ…