Latest Odisha News

BREAKING NEWS

Browsing Tag

Mahakumbh 2025

ପୁଣି ମହାକୁମ୍ଭରେ ଅଗ୍ନିକାଣ୍ଡ, ସେକ୍ଟର- ୧୮ ଟେଣ୍ଟରେ ଲାଗିଲା ନିଆଁ

ପ୍ରୟାଗରାଜ: ପୁଣି ପ୍ରୟାଗରାଜ ମହାକୁମ୍ଭରେ ଅଘଟଣ । ସେକ୍ଟର ୧୮ ଶଙ୍କରାଚାର୍ଯ୍ୟ ମାର୍ଗରେ ଭୟାବହ ଅଗ୍ନିକାଣ୍ତ ଘଟିଥିବା ନେଇ ସୂଚନା ରହିଛି। ଖବର ମିଳିବା ପରେ ଦମକଳ ଗାଡି ଘଟଣା ସ୍ଥଳରେ ପହଞ୍ଚିଛି ଓ ନିଆଁକୁ ଆୟତ୍ତ କରିଛି । ତେବେ ଟେଣ୍ଟରେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।…

ମହାନଯୋଦ୍ଧା ନାଗା ସାଧୁ ; ମହାରଣା ପ୍ରତାପଙ୍କ ସହ ମିଶି ମୋଗଲସେନା ବିରୁଦ୍ଧରେ କରିଥିଲେ ଯୁଦ୍ଧ

ଭୁବନେଶ୍ବର: ହଜାର ହଜାର ବର୍ଷ ଧରି ଭାରତ ମାଟିରେ ସନାତନ ଧର୍ମ ଅକ୍ଷୁର୍ଣ୍ଣ ରହିଛି। ଏଥିପାଇଁ ଅନେକ ବଳିଦାନ ଦିଆଯାଇଛି। ଯେଉଁଥିରେ ନାଗା ସାଧୁ ଏବଂ ସନ୍ୟାସୀ ମଧ୍ୟ ରହିଛନ୍ତି । ନାଗା ସାଧୁମାନେ ତପସ୍ବୀ କିନ୍ତୁ ଯେତେବେଳେ ଆବଶ୍ୟକ ହୁଏ, ସେମାନେ ଦେଶ ତଥା ଧର୍ମର ସୁରକ୍ଷା ପାଇଁ ଅସ୍ତ୍ର…

ମହାକୁମ୍ଭରେ ପ୍ରତିଦିନ ଲକ୍ଷେ ଭକ୍ତଙ୍କ ମଧ୍ୟରେ ପ୍ରସାଦ ବାଣ୍ଟିବେ ଗୌତମ ଆଦାନୀ, ପ୍ରସ୍ତୁତ କରିବେ ୨୫୦୦ ଲୋକ

ପ୍ରୟାଗରାଜ: ପ୍ରୟାଗରାଜରେ ମହାକୁମ୍ଭ ମେଳାପାଇଁ ପ୍ରସ୍ତୁତି ପ୍ରାୟ ସମ୍ପୂର୍ଣ୍ଣ ହୋଇଛି ଏବଂ ଏହା ଜାନୁଆରୀ ୧୩ ରୁ ଆରମ୍ଭ ହୋଇ ଫେବୃଆରୀ ୨୬ ପର୍ଯ୍ୟନ୍ତ ଚାଲିବ । ତେବେ ଭାରତୀୟ ବିଲିୟନେୟାର ଗୌତମ ଆଦାନୀଙ୍କ ନେତୃତ୍ୱରେ ଆଦାନୀ ଗ୍ରୁପ୍ ମଧ୍ୟ ଏହି ମହା ଆୟୋଜନାରେ ସେବା ଯୋଗାଇବାକୁ ପ୍ରସ୍ତୁତ…

ମହାକୁମ୍ଭ ୨୦୨୫ : ଟେନସନ୍ ଫ୍ରି ଯାତ୍ରା ପାଇଁ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ପ୍ରୟାଗରାଜ: ୨୦୨୫ ମସିହାରେ ମହାକୁମ୍ଭ ମେଳା ପ୍ରୟାଗରାଜରେ ଆୟୋଜିତ ହେବ । ଯାହା ବହୁତ ଭବ୍ୟ ହେବାକୁ ଯାଉଛି । ଭାରତ ସମେତ ସମଗ୍ର ବିଶ୍ୱରୁ ପ୍ରାୟ ଚାଳିଶ କୋଟି ଲୋକ ଏଠାକୁ ଆସିବେ ବୋଲି ଅନୁମାନ କରାଯାଉଛି।  ଏହି ମେଳା  ୨୦୨୫ ଜାନୁଆରୀ ୧୩ ରୁ ପ୍ରୟାଗରାଜରେ ଆରମ୍ଭ ହେବ ଓ ଏହା ୨୬…

ଚଳିତ ଥର ଦୁଇ ହଜାର ଡ୍ରୋନରେ ଆଲୋକିତ ହେବ ମହାକୁମ୍ଭ

ପ୍ରୟାଗରାଜ: ପ୍ରୟାଗରେ ମହାକୁମ୍ଭ ୨୦୨୫ ଧୁମଧାମରେ ଆୟୋଜିତ ହେବାକୁ ଯାଉଛି। ମହାକୁମ୍ଭ ପାଇଁ ପ୍ରସ୍ତୁତି ମଧ୍ୟ ଜୋରସୋରରେ କରାଯାଉଛି। ଏଠାରେ ମନ୍ଦିର, ଗଙ୍ଗା ଘାଟ, ପାର୍କ, ରାସ୍ତା ଏବଂ ଫ୍ଲାଏଓଭର ନିର୍ମାଣ ଏବଂ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମଧ୍ଯ କରାଯାଉଛି। ଏହି କ୍ରମରେ ୟୁପି ପର୍ଯ୍ୟଟନ…