ସ୍ୱାମୀ ବିବେକାନନ୍ଦ
ପ୍ରିୟ କୁନି ପିଲାମାନେ
ତୁମେମାନେ ସ୍ୱାମୀ ବିବେକାନନ୍ଦଙ୍କ ନାଁ ଶୁଣିଥିବ। ଭାରତୀୟ ସଂସ୍କୃତି ଏବଂ ସନାତନ ଧର୍ମକୁ ସେ ବିଶ୍ୱ ଦରବାରରେ ପରିଚିତ କରାଇଥିଲେ । ଆଜି ଆମେ ତାଙ୍କ ବିଷୟରେ ଜାଣିବା ।
୧୮୬୩ ଖ୍ରୀଷ୍ଟାବ୍ଦ ଜାନୁଆରୀ ୧୨ ତାରିଖ, ପୌଷ ସଂକ୍ରାନ୍ତି ଦିନ କଲିକତାର…