ବିବାହରେ ଉପୁଜୁଛି ବାଧା? ମହାଶିବରାତ୍ରୀରେ କରନ୍ତୁ ଏହି ଉପାୟ
ଭୁବନେଶ୍ବର: ଆପଣଙ୍କ ବିବାହରେ ବିଳମ୍ବ ହେଉଛି ବା କୌଣସି ବାଧା ଉପୁଜୁଛି , ତେବେ ଏହି ମହାଶିବରାତ୍ରୀରେ ମହାଦେବଙ୍କ ଉପାସନା କରନ୍ତୁ । ବିବାହର ଯୋଗ ଫିଟିବା ସହ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ । ମହାଶିବରାତ୍ରିରେ ରାତିର ଚାରି ପ୍ରହରରେ ଭଗବାନ ଶିବଙ୍କୁ ପୂଜା କରାଯାଏ । ନିଜର…