ଅନନ୍ତ ନୀରବତାର ଯୋଗୀରାଜ ଓ ନୃତ୍ୟରାଜ ଶିବ
ରାଜଲକ୍ଷ୍ମୀ ତ୍ରିପାଠୀ
ଯୋଗ ଏବଂ ଶିବ ଅଭିନ୍ନ । ତେଣୁ ଶିବ ହେଉଛନ୍ତି ଯୋଗେଶ୍ବର। ଶ୍ରୀକୃଷ୍ଣ ହେଲେ ମହାଯୋଗେଶ୍ବର । ହରି ଓ ହର ଉପାସନା ଆମ ସସ୍କୃତିର ଏକ ବୈଶିଷ୍ଟ୍ୟ। କବି ବ୍ରଜନାଥ ବଡ଼ଜେନା "ଅମ୍ବିକା ବିଳାସ "ରେ ଲେଖିଛନ୍ତି:
"ଅଚ୍ୟୁତ ଶିବ ଏ ଅଭିନ୍ନ
ଅମ୍ବିକା ରାଧିକା…