ଗାନ୍ଧୀନୀତି ପ୍ରଗତିର ଆଢ଼ୁଆଳେ
ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ
ଦକ୍ଷିଣ ଆଫ୍ରିକାରେ ମୋହନଦାସ କରମଚାନ୍ଦ ଗାନ୍ଧୀ ଦୀର୍ଘ ଏକୋଇଶ ବର୍ଷ ରହିବା ସମୟରେ ୧୯୦୩ ରୁ ୧୯୧୩ ପର୍ଯ୍ୟନ୍ତ ଜୋହାନ୍ସବର୍ଗରେ ରହିଥିଲେ । ସେଠାରେ ସେ ହେନେରୀ ପୋଲକ୍ଙ୍କୁ ଭେଟିଥିଲେ । ସେତେବେଳେ ହେନେରୀ ଏକ ପ୍ରତିଷ୍ଠିତ 'ସମାଲୋଚନା' ମୂଳକ…