Latest Odisha News

BREAKING NEWS

Browsing Tag

mahesh babu

ବଲିଉଡ ଫିଲ୍ମ ନୁହେଁ ପାନ ମସଲା ବିଜ୍ଞାପନ କରିବେ ମହେଶ ବାବୁ

ଭୁବନେଶ୍ୱର: ବଲିଉଡ୍ ପାଖେ ସେତେ ଟଙ୍କା ନାହିଁ ଯେ ମହେଶ ବାବୁଙ୍କୁ ନେଇ ଫିଲ୍ମ କରିପାରିବ । ମେ ୧୦ ତାରିଖରେ ଏଭଳି ମନ୍ତବ୍ୟ ଦେଇ ବିବାଦ ଭିତରେ ଫସିଯାଇଥିଲେ ଏହି ଦକ୍ଷିଣ ଭାରତ ଅଭିନେତା । ପରେ ସ୍ପଷ୍ଟୀକରଣ ଦେବା ପରେ ନେଟିଜେନ୍ ତାଙ୍କ ଉପରେ କିଛି ମାତ୍ରା ଶିଥିଳ ହୋଇଥିଲେ । କିନ୍ତୁ…

ସାଉଥ୍‌ ଷ୍ଟାର ମହେଶ ବାବୁ କରୋନା ପଜିଟିଭ

ନୂଆଦିଲ୍ଲୀ: ସାଉଥ୍‌ ଷ୍ଟାର ମହେଶ ବାବୁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେ ପୃଥକ୍‌ ରହିବା ସହ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସତର୍କତା ଅବଲମ୍ବନ କରୁଛନ୍ତି। ଦୁବାଇରୁ ଫେରିବାର ଦୁଇ ଦିନ ପରେ ମହେଶ କୋଭିଡ-୧୯ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସେ ଦୁବାଇରେ ପରିବାର ସହିତ ନୂଆ…

କ୍ୱାରେଣ୍ଟାଇନରେ ତେଲୁଗୁ ଷ୍ଟାର୍‌ ମହେଶ ବାବୁ

ହ୍ରାଇଦ୍ରାବାଦ: କ୍ୱାରେଣ୍ଟାଇନରେ ତେଲୁଗୁ ସୁପରଷ୍ଟାର୍‌ ମହେଶ ବାବୁ। ସୂଚନା ଅନୁଯାୟୀ ତାଙ୍କ ବ୍ୟକ୍ତିଗତ ଷ୍ଟାଇଲିଷ୍ଟଙ୍କ କରୋନା ରିପୋର୍ଟ କରୋନା ପଜିଟିଭ୍ ଆସିବା ପରେ ମହେଶ ବାବୁ ହାଇଦ୍ରାବାଦସ୍ଥିତ ନିଜ ବାସଭବନରେ ନିଜକୁ କ୍ୱାରେଣ୍ଟାଇନରେ ଅଛନ୍ତି। ରିପୋର୍ଟରୁ ଜଣାପଡିଛି ଯେ…