ମାହାଙ୍ଗା ଡବଲ ମର୍ଡର ଘଟଣାରେ ହତ୍ୟାକାଣ୍ଡ ଭିଆଇଥିବା ସ୍ୱୀକାର କଲା ମୁଖ୍ୟ ଅଭିଯୁକ୍ତ
କଟକ: କଟକ ମାହାଙ୍ଗାରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ଅଭିଯୁକ୍ତ ପଞ୍ଚାନନ ସେଠୀ ହତ୍ୟା କରିଥିବା ସ୍ୱୀକାର କରିଛି । ଆଜି କୋର୍ଟ ଚାଲାଣ ବେଳେ ପଞ୍ଚାନନ କହିଛି ଯେ, କୁଳମଣି ଓ ତାଙ୍କ ପୁଅ ତାକୁ ଲଙ୍ଗଳା କରି ଆକ୍ରମଣ କରିଥିଲେ । ଏହି ରାଗରେ ସେ ଏହି…