ବିବାହ କରିବାକୁ କହିବାରୁ ଜୀବନ ହାରିଲେ ଯୁବକ
କୋଲକାତା: ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁ ପଞ୍ଚାୟତ ଦ୍ୱାରା ଜଣେ ଝିଅ ସହ ବଳପୂର୍ବକ ବିବାହ କରିବା କହିବାରୁ ଜଣେ ୨୦ ବର୍ଷ ବୟସ୍କ ଯୁବକ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି।
ଏହି ଯୁବକ ଜଣକ ମାଲଦା ଜିଲ୍ଲାର ମାଣିକଚକ ଗାଁର ବୋଲି ଜଣାପଡିଛି। ରବିବାର…