ଅରବାଜଙ୍କ ପାଖକୁ ଫେରିବେ ମଲାଇକା !
ମୁମ୍ବାଇ: ପୁଅକୁ ଦେଖି ନିଜ ପୂର୍ବ ସ୍ଵାମୀ ଅରବାଜଙ୍କୁ ମାନେ ପକାଉଛନ୍ତି ମାଲାଇକା ଅରୋରା । ନିଜ ଇନଷ୍ଟାଗ୍ରାମରେ ଏକ ଫୋଟୋ ମଧ୍ୟ ଶେୟାର କରିଛନ୍ତି ।
ମାଲାଇକା କଣ ଅରବାଜଙ୍କୁ ଆଜିବି ମିସ କରୁଛନ୍ତି ? ମାଲାଇକା ଓ ଅରବାଜଙ୍କ ଭିତରେ ଆଉ କିଛି ସମ୍ପର୍କ ନଥିଲେ ମଧ୍ୟ, ଲାଗୁଛି ଏମାନେ…