Latest Odisha News
Browsing Tag

Malkangiri Flood

ବନ୍ୟାରେ ବୁଡିଛି ମାଲକାନଗିିରିର ୯୩୩ ଗାଁ, ଭାଙ୍ଗିଛି ୩୨୧ ଘର

ମାଲକାନଗିରି: ମାଲକାନଗିରିରେ ବନ୍ୟା ସ୍ଥିତିରେ ଧୀରେ ଧୀରେ ଆସୁଛି ସୁଧାର । ବର୍ଷା କମିଛି, ହେଲେ ଏବେବି ଅନେକ ଅଂଚଳ ପାଣି ଘେରରେ ରହିଛି । ଏନେଇ ଆଜି ଆକାଶ ମାର୍ଗରୁ ବନ୍ୟାଂଚଳର ଅନୁଧ୍ୟାନ କରିଛନ୍ତି ରଜସ୍ୱ ମନ୍ତ୍ରୀ ସୁଧାମ ମାରାଣ୍ଡି ଓ ଏସ୍‌ଆର୍‌ସି । ବନ୍ୟାରେ ମାଲକାନଗରିରି…

ମାଲକାନଗିରିରେ ବର୍ଷା ବିତ୍ପାତ, ବିଭିନ୍ନ ଅଞ୍ଚଳ ଜଳମଗ୍ନ

ମାଲକାନଗିରି: ପାଞ୍ଚ ଦିନ ହେବ ବର୍ଷୁଛି । ମାଲକାନଗିରି ଜିଲ୍ଲାରେ ଫୁଲିଛି ବିଭିନ୍ନ ନଦୀର ଜଳସ୍ତର । ନଦୀ ଅବବାହିକା ଅଞ୍ଚଳ ଜଳମଗ୍ନ ହୋଇଛି । ଲାଗି ରହିଛି ବନ୍ୟା ପରିସ୍ଥିତି । କାଙ୍ଗୁରକୋଣ୍ଡା ପୋଲ ଉପରେ ପ୍ରବାହିତ ହେଉଛି ୪-୫ ଫୁଟ୍ ପାଣି । କାଲିମେଳା-ମୋଟୁକୁ ଆଜି ଯୋଗାଯୋଗ ବିଚ୍ଛିନ୍ନ…

ମାଲକାନଗିରି ଉବୁଟୁବୁ, ବିଭିନ୍ନ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ

ମାଲକାନଗିରି: ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲା ହାଲ୍ ବେହାଲ୍ । ଚାରି ଦିନ ହେବ ବର୍ଷା ଲାଗି ରହିଥିବାରୁ ବନ୍ୟା ପରିସ୍ଥିତି ଲାଗି ରହିଛି । ପାଙ୍ଗମ, ପୋଟେରୁ, କାଙ୍ଗରକୋଣ୍ଡା, ଏମଭି-୩୭ ପୋଲ ଉପରେ ବର୍ଷା ପାଣି ପ୍ରବାହିତ ହେଉଛି । ପୋଟେରୁ ନଦୀ ପୋଲ ଉପରେ ପ୍ରବାହିତ ହେଉଛି ୩ ଫୁଟ…