Latest Odisha News

BREAKING NEWS

Browsing Tag

Mamita murder

କଟକରେ ବିଜେପିର ବିକ୍ଷୋଭ, ଜୋର୍ ଧରିଲା ମନ୍ତ୍ରୀଙ୍କ ଗିରଫ ଦାବି

କଟକ : କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ସ୍କୁଲ ପ୍ରିନ୍ସିପାଲ ମମିତା ମେହେର ମୃତ୍ୟୁ ଘଟଣାରେ ତୀବ୍ର ହେଲା ବିରୋଧ । ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ପୋଲିସ ଗିରଫ କରିଛି । ତେବେ ଘଟଣାରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଦର୍ଶାଇ ବିରୋଧ କରିଛି କଟକ…

ମମିତା ମେହେର ହତ୍ୟା ଘଟଣା : ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଓ ସିବିଆଇ ତଦନ୍ତ ଦାବିରେ ରାଜ୍ୟପାଳଙ୍କୁ କଂଗ୍ରେସର…

ଭୁବନେଶ୍ବର : କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପ୍ଲବିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ଜୋର ଧରିଲା ବିରୋଦ । ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ପୋଲିସ ଗିରଫ କରିଥିବା ବେଳେ, ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଥିବା ନେଇ ଅଭିଯୋଗ କରିଛି…