ଅନୁବାଦ କବିତା : ଛାଡ଼ପତ୍ର
ବିଶ୍ୱ ଅନୁବାଦ ଦିବସ ଉପଲକ୍ଷେ.....
ମୂଳ ବଙ୍ଗଳା : ସୁକାନ୍ତ ଭଟ୍ଟାଚାର୍ଯ୍ୟ
ଭୁମିଷ୍ଠ ହେଲା ଯେ ଶିଶୁ ଆଜି ଏ ରାତିରେ
ତା ମୁହଁରୁ ପାଇଲି ଖବର
ସେ ପାଇଛି ଏକ ଛାଡ଼ପତ୍ର
ନୂଆ ବିଶ୍ୱ ଦରବାରେ କରେ ତେଣୁ
ଜାହିର ସେ ଅଧିକାର ତା'ର
ଜନ୍ମହେଲା ମାତ୍ରେ ଏକ ତୀବ୍ର ଚିତ୍କାରରେ ।…