Latest Odisha News
Browsing Tag

man buys

ନିଜେ ଚେକ୍ ଛାପି କିଣିଥିଲେ କୋଟିଏ ଟଙ୍କାର ଗାଡି !

ଭୁବନେଶ୍ୱର: ବ୍ୟାଙ୍କ ଚେକ୍ ଦେଇ କୌଣସି ଦାମୀ ଜିନିଷ କିଣିବା କିଛି ନୂଆ କଥା ନୁହେଁ । ହେଲେ କମ୍ପ୍ୟୁଟରରେ ନିଜେ ପ୍ରିଣ୍ଟ କରି କିଛି କିଣାକିଣି କରିବାକୁ କେବେ ଚେଷ୍ଟା କରିଛନ୍ତି କି ? ତେବେ ଫ୍ଲୋରିଡାର ଜଣେ ବ୍ୟକ୍ତି କିଛି ଏପରି କାରନାମା କରିଦେଖାଇଛନ୍ତି । ନିଜେ ପ୍ରିଣ୍ଟ କରିଥିବା…

କରୋନା ଋଣରେ କିଣାଗଲା ଦାମୀ ଗାଡି, ଗିରଫ କମ୍ପାନୀ ମାଲିକ !

ଭୁବନେଶ୍ୱର: କରୋନାରେ ଭାଙ୍ଗିପଡିଛି ଅର୍ଥନୈତିକ ସ୍ଥିତି । ସରକାର ଦେଇଥିଲେ ରିଲିଫ ଫଣ୍ଡ । ହେଲେ ନିଜ କର୍ମଚାରୀଙ୍କୁ ସହାୟତା ଦେବା ବଦଳରେ ଏକ ଦାମୀ ଗାଡି କିଣି ଗିରଫ ହୋଇଛନ୍ତି ଜଣେ କମ୍ପାନୀ ମାଲିକ । ଏଭଳି ଏକ ଘଟଣା ସାରା ବିଶ୍ୱରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । କରୋନା…