ଖୋଲୁଛି ମନୀଷ ମୃତ୍ୟୁର ଗୁମର, ଘଟଣା ଦିନ ୨ ସନ୍ଦିଗ୍ଧ କେଉଁଠି ଯାଇଥିଲେ ପୋଲିସ ହାତରେ ପ୍ରମାଣ
ଭୁବନେଶ୍ବର : ଖୋଲୁଛି ମନୀଷ ମୃତ୍ୟୁର ଖିଅ । ଘଟଣା ପରେ ଲିଟୁ ଓ ମୁନା, କେଉଁଠି ରହିଥିଲେ ତାହାର ସବୁ ପ୍ରମାଣ ଲାଗିଛି ପୋଲିସ ହାତରେ । ଘଟଣା ଦିନ ହୋଟେଲ ସାଉଥ ସିଟିରୁ ବାହାରି ୨ ସନ୍ଦିଗ୍ଧ ୟୁନିଟ ୪ରେ ଥିବା ହୋଟେଲ ସ୍ବାଗତ ପ୍ୟାଲେସକୁ ଆସିଥିଲେ । ସେହିଦିନ ଭୋର ୫ଟା ୩୦ରେ ଲିଟୁ ଓ…