ପୂଜ୍ୟା ମା’ ମନୋରମା
ପୂଜ୍ୟା ମା' ମନୋରମାଙ୍କ ଅବର୍ତ୍ତମାନରେ ସ୍ମୁତି ଚାରଣ
ସବୁ ବିଶେଷଣ ଉର୍ଦ୍ଧ୍ବରେ ଯେ ସେ ମା' । ମା' ମଧୁର ଶବ୍ଦ, ଯାହାର ତୁଳନା ନାହିଁ । ସ୍ୱତଃ ମା' ଉଚ୍ଚାରଣ ହୋଇଯାଏ ସେତେବେଳେ ଯେତେବେଳେ ସ୍ନେହ, ମମତାର ଡୋରିରେ ଜଣେ ମା' ନିକଟରେ ଜଣେ ବାନ୍ଧି ହୋଇଯାଏ । ତାଙ୍କର ପ୍ରେରଣା,…