Latest Odisha News

BREAKING NEWS

Browsing Tag

Manorama Mohapatra

ପୂଜ୍ୟା ମା’ ମନୋରମା

ପୂଜ୍ୟା ମା' ମନୋରମାଙ୍କ ଅବର୍ତ୍ତମାନରେ ସ୍ମୁତି ଚାରଣ ସବୁ ବିଶେଷଣ ଉର୍ଦ୍ଧ୍ବରେ ଯେ ସେ ମା' । ମା' ମଧୁର ଶବ୍ଦ, ଯାହାର ତୁଳନା ନାହିଁ । ସ୍ୱତଃ ମା' ଉଚ୍ଚାରଣ ହୋଇଯାଏ ସେତେବେଳେ ଯେତେବେଳେ ସ୍ନେହ, ମମତାର ଡୋରିରେ ଜଣେ ମା' ନିକଟରେ ଜଣେ ବାନ୍ଧି ହୋଇଯାଏ । ତାଙ୍କର ପ୍ରେରଣା,…

ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ପଞ୍ଚଭୂତରେ ଲୀନ ହେଲେ ମନୋରମା ମହାପାତ୍ର

ପୁରୀ : ପଞ୍ଚଭୂତରେ ଲୀନ ହେଲେ ବିଶିଷ୍ଟ ସମାଜସେବୀ ତଥା ଯଶସ୍ବୀ ସାରସ୍ବତ ସାଧିକା ମନୋରମା ମହାପାତ୍ର । ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ପୁରୀ ସ୍ବର୍ଗଦ୍ବାରରେ ମନୋରମା ମହାମାତ୍ରଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଜ୍ୟେଷ୍ଠ୍ୟ ପୁତ୍ର ପ୍ରଦୀପ କୁମାର ମହାପାତ୍ର ମୁଖାଗ୍ନି ଦେଇଥିଲେ ।…

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ମନୋରମା ମହାପାତ୍ରଙ୍କର ଶେଷକୃତ୍ୟ

କଟକ: ପରଲୋକରେ ବିଶିଷ୍ଟ ସମାଜସେବୀ ତଥା ଯଶସ୍ୱୀ ସାରସ୍ଵତ ସାଧିକା ମନୋରମା ମହାପାତ୍ର । ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ୮୭ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଆଜି ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର ହେବ ବୋଲି ସୂଚନା ମିଳିଛି । ଶେଷକୃତ୍ୟ ରାଷ୍ଟ୍ରୀୟ…