Latest Odisha News
Browsing Tag

mao camp busted in malkangiri

ମାଓ କ୍ୟାମ୍ପ ଉପରେ ଚଢ଼ାଉ, ବିପୁଳ ମାଓ ସାମଗ୍ରୀ ଜବତ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ ଦନ୍ତେୱାଡାରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ ହୋଇଛି । ଦନ୍ତେୱାଡାର ଫେରେସା ଜଙ୍ଗଲରେ ଏକ ବଡ ଧରଣର ମଓ ଶିବିର ଥିବା ଖବର ପାଇ ଛତିଶଗଡ ପୋଲିସ ଓ ସିଆର୍‌ଫିଏଫ୍ ପକ୍ଷରୁ ମିଳିତ ଅପରେସନ୍ କରାଯାଇଥିଲା। ପୋଲିସକୁ ଦେଖି ମାଓବାଦୀମାନେ…

ମାଓ ଶିବିର ଠାବ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଳାରେ ମାଓ ଶିବିର ଠାବ ହୋଇଛି । ସୋମବାର ଏସ୍‌ଓଜି ଓ ବିଏସ୍‌ଏଫ୍‌ବାହିନୀ ମିଳିତ ଭାବେ ଚଢ଼ାଉ କରି କାଲିମେଳା ଥାନା ଅନ୍ତର୍ଗତ କୁରୁବ ଓ ସାଧାକୁଂଟା ଗାଁ ମଝି ଜଙ୍ଗଲରୁ ମାଓ ଶିବିର ଠାକ କରିଛନ୍ତି । ଏଥିସହ ମାଓବାଦୀମାନେ ଲୁଚାଇ ରଖିଥିବା ବିପୁଳ ଅସ୍ତ୍ରଶସ୍ତ୍ର…