ମେ ୩ ଏବଂ ୪ ଅପରାହ୍ନ ୨ଟା ପରେ ବି ଖୋଲା ରହିବ ଦୋକାନବଜାର
ଭୁବନେଶ୍ୱର: ଆସନ୍ତା ୫ ତାରିଖରୁ ରାଜ୍ୟ ସରକାରଙ୍କ ଦ୍ବାରା ୧୪ ଦିନିଆ ଲକ୍ଡାଉନ୍ ଘୋଷଣା ହେବା ପରେ ଓଡିଶା ବ୍ୟବସାୟ ମହାସଙ୍ଘ ଅପରାହ୍ନ ୨ଟା ପରେ ଦୋକାନ ଖୋଲା ରଖିବାକୁ ନିଷ୍ପତ୍ତି ନେଇଛି।
ମଇ ୩ ରୁ ସାରା ରାଜ୍ୟରେ ଅପରାହ୍ନ ୨ ଟା ପରେ ଦୋକାନ ବନ୍ଦ କରିବାର ପୂର୍ବ ନିଷ୍ପତ୍ତିକୁ…