ରାଜ୍ୟରେ ମୁଖ କ୍ୟାନସର ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି । ରାଜ୍ୟରେ ମୁଖ କ୍ୟାନସର ନେଲାଣି ୩ ହଜାରରୁ ଅଧିକ ଜୀବନ । ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଉତ୍ତର ରଖିଛନ୍ତି ।
୧୦ ବର୍ଷରେ ମୁଖ କ୍ୟାନସରରେ ୩ ହଜାର ୧୫୭ ଜଣଙ୍କ ଜୀବନ ଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ଧୂମହୀନ ତମାଖୁ ପାଇଁ ସରକାର ନିଦେ୍ର୍ଦଶ ଦେଇଛନ୍ତି । ୨୧ ଜାନୁଆରୀ ନିଦେ୍ର୍ଦଶନାମା ପରେ ଚଢ଼ାଉ ଯୋରଦାର ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି ।
ସୂଚନା ଥାଉକି, ରାଜ୍ୟରେ ବଢ଼ୁଛି ମୁଖଗହ୍ୱର କର୍କଟ ରୋଗ । ବିଶେଷକରି ଯୁବପିଢ଼ି ଏହି ରୋଗର ଆଁରେ ପଡ଼ିଛନ୍ତି । କମ୍ ବୟସରୁ ତମାଖୁ, ସିଗାରେଟ୍ ସେବନ ସହ ଅନିୟମିତ ଲାଇଫଷ୍ଟାଇଲ ମୁଖଗହ୍ୱର କର୍କଟ ବ୍ୟାପିବାର ମୁଖ୍ୟ କାରଣ । ଏଥିରୁ ଦୂରେଇ ରହିଲେ ସ୍ୱାସ୍ଥ୍ୟ ପ୍ରତି ବିପଦ ନାହିଁ ବୋଲି ବୁଦ୍ଧିଜୀବୀ ମତ ଦିଅନ୍ତି ।
BREAKING NEWS
- କକ୍ରୋଚକୁ ଟକ୍କର ଦେବ ଲାଲ୍ ହିଟ୍ ଜନତା ପାର୍ଟି…
- ଆସନ୍ତା ୨ ଦିନ ଯାଏଁ ଝଡ଼ବର୍ଷା ସମ୍ଭାବନା
- Maa Manikeswari’s Chhatar Yatra:ସଂପନ୍ନ ହେଲା ମା’ ମାଣିକେଶ୍ୱରୀଙ୍କ ଛତରଯାତ୍ରା; ବିଶ୍ୱାସ ନାଁରେ ପଡ଼ିଲା ହଜାର ହଜାର ବଳି
- ଟାଇଗର ଶ୍ରଫଙ୍କ ଉପରକୁ ଗୁଳିମାଡ ପରେ ବଢ଼ିଲା ସଲମାନଙ୍କ ସୁରକ୍ଷା
- ଇକ୍ୱାଡର ଚର୍ଚ୍ଚରେ ଲାଇଭ୍-ଷ୍ଟ୍ରିମ୍ ପ୍ରାର୍ଥନା ସମୟରେ ବଡ଼ ଦୁର୍ଘଟଣା: କାନ୍ଥରୁ ଖ୍ରୀଷ୍ଟଙ୍କ ପ୍ରତିମା ଖସିପଡ଼ିବାରୁ ପାଦ୍ରୀଙ୍କ ମୃତ୍ୟୁ
- Lashkar-e-Taiba terrorist Muhammad Sarwar:ଲାହୋରରେ ଲସ୍କରର ଶୀର୍ଷ କମାଣ୍ଡରର ମୃତ୍ୟୁ; ଥିଲା ହାଫିଜ ସଇଦର ଘନିଷ୍ଠ ସହଯୋଗୀ
- ୫୪ ବର୍ଷରେ ବରିଷ୍ଠ ସାମ୍ବାଦିକ ବିଭୂତି ପତିଙ୍କ ଦେହାନ୍ତ
- ଗୁଳିମାଡ଼ ଘଟଣା ପରେ ଏକନାଥ ସିନ୍ଧେଙ୍କ ଆଗରେ କଣ କହିଲେ ଟାଇଗର ?
- ବଲିଉଡ ଅଭିନେତା ଟାଇଗର ଶ୍ରଫ୍ଙ୍କୁ ଗୁଳିମାଡ଼ ଘଟଣା: ୧୬ ଘଣ୍ଟା ଭିତରେ ୩ ଅଭିଯୁକ୍ତ ଗିରଫ
- ସୁଜାତା କାର୍ତ୍ତିକେୟନଙ୍କ ଡିପ୍ଫେକ୍ ଭିଡିଓକୁ ନେଇ ରାଜନୀତି ସରଗରମ; କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି

Comments are closed.