ବିବାହ, ଶୁଦ୍ଧିକ୍ରିୟା ଓ ଅନ୍ୟାନ୍ୟ ଉତ୍ସବ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍, ଜାଣନ୍ତୁ କେଉଁଥିରେ କେତେ ଲୋକ ଦେଇପାରିବେ…
ଭୁବନେଶ୍ବର: ବିବାହ ଓ ଶୁଦ୍ଧିକ୍ରିୟା ପାଇଁ ନୂଆ ଗାଇଡଲାଇନ୍ ଆସିଛି । ରାଜ୍ୟରେ ବଢୁଥିବା ସଂକ୍ରମଣକୁ ଦେଖି ବିବାହ ଓ ଶୁଦ୍ଧିକ୍ରିୟା ପାଇଁ ନୂଆ ଗାଇଡଲାଇନ୍ ଧାର୍ଯ୍ୟ କରିଛି କମିସନରେଟ୍ ପୋଲିସ । ବିନା ଅନୁମତିରେ ହେବନି ବିବାହ ଓ ସାମାଜିକ ଉତ୍ସବ । ଏଥିପାଇଁ ସ୍ଥାନୀୟ ପୋଲିସ ଷ୍ଟେସନରୁ…