ପୋଷା କୁକୁରକୁ ଧରି ବାଇକ ଚଢି ଆସିଲେ ବର, ଭିଡିଓ ଭାଇରାଲ
ବାହାଘରକୁ ସ୍ମରଣୀୟ କରିବା ପାଇଁ ସମସ୍ତେ ଚାହାନ୍ତି । କେଉଁଠି ବର ହେଲିକପ୍ଟରରେ ଆସନ୍ତି ତ କେଉଁଠି ଘୋଡାରେ ଚଢି । କାହା ବାହାଘର କେତେ ଆଡମ୍ବରରେ ହେଉଛି ସେଥିପାଇଁ ମଧ୍ୟ ହୁଏ ପ୍ରତିଯୋଗିତା । ପାଣି ପରେ ବହିଯାଏ ଅର୍ଥ । ହେଲେ ଏ ବାହାଘରରେ ଆଡମ୍ବର ନାହିଁ କିନ୍ତୁ ସ୍ମରଣୀୟ । ବର ସହ…