ଭିନ୍ନ ଅନୁଭୂତି ସାଉଁଟିବା ପାଇଁ ସମୁଦ୍ର ଭିତରେ ବିବାହ କଲେ ଦମ୍ପତି
ଚେନ୍ନାଇ: ସାରା ସମୁଦ୍ର ଥିଲା ତାଙ୍କ ବିବାହ ମଣ୍ଡପ ଓ ଜଳଜୀବମାନେ ବରଯାତ୍ରୀ । ଭିନ୍ନ ଏକ ପରିବେଶରେ ବିବାହ କରିବା ନିଷ୍ପତ୍ତି ନେଇ ଚେନ୍ନାଇ ନୀଲନକରାଇରେ ସମୁଦ୍ର ପତନରୁ ୬୦ ଫୁଟ ତଳକୁ ଯାଇ ବିବାହ କରିଛନ୍ତି ଏକ ଦମ୍ପତିି ।
ଏହି ଦମ୍ପତି ହେଲେ ତିରୁଭନାମଲାଇର ଚିନ୍ନାଦୁରାଇ ଓ…