Latest Odisha News

BREAKING NEWS

Browsing Tag

massive fire

ପ୍ୟାକେଜିଂ ୟୁନିଟରେ ଅଗ୍ନିକାଣ୍ଡ: ୨ମୃତ, ଜୀବନ ବଞ୍ଚାଇବାକୁ ୫ମହଲା ତଳକୁ ଡ଼େଇଁଲେ ଶ୍ରମିକ

ସୁରଟ: ଗୁଜୁରାଟର ସୁରଟ ସହରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ସୋମବାର ସକାଳେ କାଦୋଡ଼ାରର ଭାରେଲିରେ ଏକ ପ୍ୟାକେଜିଂ ୟୁନିଟରେ ଅଗ୍ନିକାଣ୍ଡ ଘଟି ୨ଜଣଙ୍କ ମୃତ୍ୟୁ ହୋଇଛି। ଭିଭା ପ୍ୟାକେଜିଂ କମ୍ପାନୀର ପଞ୍ଚମ ମହଲାରେ କାମ ଚାଲିଥିଲା। କର୍ମଚାରୀମାନେ କାମ କରୁଥିବା ସମୟରେ ସକାଳ ୪ଟା ୩୦ରେ…

ଭଦ୍ରକ ତିହିଡି ବଜାରରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ

ଭଦ୍ରକ: ବିଳମ୍ବିତ ରାତିରେ ଲାଗିଲା ନିଆଁ । ଭଦ୍ରକ ତିହିଡି ବଜାରରେ ଗତକାଲି ରାତିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଏଥିରେ ୧୦ରୁ ଅଧିକ ଦୋକାନ ଘର ଜଳି ପୋଡ଼ି ଛାରଖାର ହୋଇଛି । ପୋଡ଼ି ପାଉଁଶ ହୋଇଯାଇଛି ଲକ୍ଷାଧିକ ଟଙ୍କାର ଆସବାବପତ୍ର । ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ…

ଅଶୁଭ ୨୦୨୦, ଗୁଜରାଟରେ ଭୟଙ୍କର ଅଗ୍ନିକାଣ୍ଡ !

ଗୁଜରାଟ: ଅଶାନ୍ତ ୨୦୨୦ରେ ଉଠିଲା ଆଉ ଏକ ଜୁଆର । ଗୁଜରାଟ ଭଲସାଦ୍‌ରେ ଭୟଙ୍କର ଅଗ୍ନିକାଣ୍ଡ । ଆଜି ଅପରାହ୍ନରେ ଭାପି ସହରର ଭଲସାଦ୍‌ରେ ଏକ କେମିକାଲ୍ ଫ୍ୟାକ୍ଟ୍ରି ଅଜଣା କାରଣରୁ ନିଆଁ ଘେରରେ ଫସି ରହିଛି । ଘଟଣାସ୍ଥଳରେ ୮ଟି ଦମକଳ ଗାଡି ନିଆଁ ଲିଭାଇବାରେ ନିୟୋଜିତ ହୋଇଛନ୍ତି । ଏହି ଛାତି…

[ଭିଡିଓ] ବେରୁଟ୍ ପରେ ଦୁବାଇରେ ଭୀଷଣ ଅଗ୍ନିକାଣ୍ଡ !

ଦୁବାଇ: ଲେବାନନ୍ ବେରୁଟ୍‌ରେ ଭୟଙ୍କର ବିସ୍ଫୋରଣ ଲୋକଙ୍କ ମନରେ ନ ଲିଭୁଣୁ ଦୁବାଇରେ ସାମ୍ନାକୁ ଆସିଛି ଭୟଙ୍କର ଦୃଶ୍ୟ । ମଙ୍ଗଳବାର ବେରୁଟ୍ ଓ ବୁଧବାର ଦୁବାଇରେ ଘଟିଥିଲା ଭୟଙ୍କର ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ବିପୁଳ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ବେରୁଟ୍ ବିସ୍ଫୋରଣର ମାତ୍ର…