ସିଙ୍ଗାପୁର ପ୍ରଧାନମନ୍ତ୍ରୀଙ୍କ ବିବାଦିୟ ବୟାନ, ରାଷ୍ଟ୍ରଦୂତ ଡାକି ଆପତ୍ତି ଜଣାଇଲା ଭାରତ
ନୂଆଦିଲ୍ଲୀ: ସିଙ୍ଗାପୁର ସଂସଦରେ ବିତର୍କ ସମୟରେ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିଏନ ଲୁଙ୍ଗ ଦେଇଥିବା ବୟାନ ବିବାଦ ସୃଷ୍ଟି କରିଛି । ସେ ଏକ ଉଦାହରଣ ଦେଇ କହିଥିଲେ ଯେ, ଜବାହରଲାଲ ନେହେରୁଙ୍କ ଦେଶ ଭାରତର ଲୋକସଭାରେ ଏବେ ଅଧାରୁ ଅଧିକ ସାଂସଦଙ୍କ ନାଁରେ ଅପରାଧିକ ମାମଲା ରହିଛି । ଯଦିଓ…