ଡାକ୍ତରଖାନା ନ ଗଲେ ମଧ୍ୟ ବୀମା ରାଶି ଦାବି କରିପାରିବେ ରୋଗୀ
ଭଦୋଦାରା: ଡାକ୍ତରଖାନାରେ ଭର୍ତ୍ତି ନ ହୋଇ ମଧ୍ୟ ଆପଣ ମେଡିକାଲ ଇନ୍ସ୍ୟୁରାନ୍ସ ଦାବି କରିପାରିବେ । ଏମିତିକି ୨୪ ଘଣ୍ଟାରୁ କମ ସମୟ ଡାକ୍ତରଖାନାରେ ରହିଲେ ବି ଆପଣ ଇନ୍ସ୍ୟୁରାନ୍ସ ପାଇଁ ଦାବି କରିପାରିବେ । ଏ ନେଇ ଭଦୋଦାରା କନ୍ୟୁଜମର ଫୋରମ ଏ ନେଇ ଏକ ନିର୍ଦ୍ଦେଶ ଦେଇଛନ୍ତି ।…