Latest Odisha News
Browsing Tag

mega leather park

କାନପୁରରେ ନିର୍ମାଣ ହେବ ଦେଶର ପ୍ରଥମ ମେଗା ଲେଦର୍‌ ପାର୍କ; ୫୦,୦୦୦ ଲୋକଙ୍କୁ ମିଳିବ ପ୍ରତ୍ୟକ୍ଷ ନିଯୁକ୍ତି

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉଦ୍ୟମରେ କାନପୁର ପୁଣିଥରେ ଏକ ଶିଳ୍ପ ସହର ଭାବରେ ବିଶ୍ୱ ମାନଚିତ୍ରରେ ସ୍ଥାନ ପାଇବ। ରାମାଇପୁର ଗ୍ରାମରେ ଏକ ବୃହତ୍‌ ଚମଡ଼ା କ୍ଲଷ୍ଟର ପ୍ରତିଷ୍ଠା କରାଯିବା ଯୋଜନା ଚାଲିଛି। ୨୩୫ ଏକର ଜମିରେ ମେଗା ଲେଦର୍‌ କ୍ଲଷ୍ଟର ପ୍ରକଳ୍ପ ଅଧୀନରେ…