ମେଗା ସିରିଏଲରେ ନଜର ଆସିବେ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର
ଭୁବନେଶ୍ୱର: ଜୀ-ସାର୍ଥକ ଏବଂ ଅକ୍ଷୟ ପରିଜା ପ୍ରଡକ୍ସନ ଓଡ଼ିଆ ଟେଲିଭିଜନ ଜଗତରେ ଏକ ନୂଆ ଅଧ୍ୟାୟ ରଚନା କରିବାକୁ ଯାଉଛନ୍ତି । ପ୍ରଥମ ଥର ପାଇଁ ଏକ ପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ରର ସମସ୍ତ ବୈଶିଷ୍ଟ୍ୟକୁ ନେଇ ଜୀ-ସାର୍ଥକରେ ପ୍ରସାରିତ ହେବାକୁ ଯାଉଛି ନୂଆ ଓଡ଼ିଆ ଧାରାବାହିକ 'କେମିତି କହିବି କହ' ।…